ମାଲକାନଗିରି ଜିଲ୍ଲାରେ ଅଜଣା ରୋଗରେ ଆଉ ଜଣେ ଶିଶୁ ମୃତ

ମାଲକାନଗିରି ଜିଲ୍ଲା ହଳଦୀକୁଣ୍ଡା ନିକଟ ଟିକରପଡା ଗ୍ରାମରେ ଅଜଣା ରୋଗ ଆତଙ୍କ ସୃଷ୍ଟି କରିଥିବା ବେଳେ ଆଜି ଆଉ ଜଣେ ସାତ ବର୍ଷର ଶିଶୁ ପ୍ରାଣ ହରାଇଛି l ଏବେ ଏଠାରେ ମୃତ୍ୟୁ ସଂଖ୍ୟା ଆଠ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି l
ଏବେ ସ୍ଥାନୀୟ ଡାକ୍ତରଖାନାରେ ଆଉ 9 ଜଣ ଚିକିତ୍ସିତ ହେଉଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version