ମାଟି ଅତଡ଼ା ଧସି ୨ ମହିଳା ମୃତ, ୨ ଗୁରୁତର

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ ଅଘଟଣ ଘଟିଛି।

ମୃତ ୨ ମହିଳାଙ୍କ ଘର ଘାଗଡ଼ାପଣ୍ଡି ଗାଁର ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version