ମମିତା ମେହେର ହତ୍ୟା ମାମଲାରେ ୨ ଅଭିଯୁକ୍ତଙ୍କୁ ଜାମିନ

ସ୍ବର୍ଗତ ଗୋବିନ୍ଦ ସାହୁର ସମ୍ପର୍କୀୟ ପୁତୁରା ରଞ୍ଜିତ ସାହୁ ଓ ରଞ୍ଜିତଙ୍କ ସହଯୋଗୀ କୃତିବାସ ଚନ୍ଦନଙ୍କୁ ଜାମିନ ମିଳିଛି।

ଶନିବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏମାନେ ଗୋବିନ୍ଦଙ୍କ ସପକ୍ଷରେ ସାକ୍ଷୀଙ୍କୁ ପ୍ରଭାବିତ ପାଇଁ ଗିରଫ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version