ମଦୁଆ ଡ୍ରାଇଭରଙ୍କୁ ଧରିବା ପାଇଁ ଆଜିଠୁ ଅଭିଯାନ

ମଦୁଆ ଡ୍ରାଇଭରଙ୍କୁ ସାବାଡ଼ ପାଇଁ ଆଜିଠାରୁ ସାରା ରାଜ୍ୟରେ ୩ ଦିନ ଧରି ଚେକିଂ ଚାଲିବ ବୋଲି ସୂଚନା ଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର।

ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି କରାଯିବ।ଧରାପଡ଼ିଲେ କେବଳ ଜରିମାନା ନୁହେଁ ଜେଲ୍‌ ପଠାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version