ଭଂଜନଗର ଏସିଏସ୍‌ଓ ସଂଜୟ ସାହୁଙ୍କ ବିପୁଳ ସଂପତ୍ତି ଠାବ

ଏଯାବତ୍‌ ଭିଜିଲାନ୍ସ ପାଇଥିବା ସଂପତ୍ତି ମଧ୍ୟରେ ଭୁବନେଶ୍ୱରରେ ୨ଟି ୩-ବିଏଚ୍‌କେ ଫ୍ଲାଟ୍‌, ଗୋଟିଏ କୋଠା, ଭୁବନେଶ୍ବର ଉପକଣ୍ଠରେ ୩ଟି ପ୍ଲଟ୍‌, ୧୬.୮୬ ଲକ୍ଷର ବୀମା, ଗୋଟିଏ ହୋଣ୍ଡାସିଟି କାର୍, ୨ଟି ଦୁଇ ଚକିଆ ଓ ୨ଶହ ଗ୍ରାମ ସୁନା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version