ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଘୋଡାଡିଆଁ ଛକ ଠାରେ ଜଣେ ବ୍ୟବସାୟୀଙ୍କୁ ଲୁଟେରା ମାନେ ଆକ୍ରମଣ କରି ତିନି ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି l
ବ୍ୟବସାୟୀ ଜଣଙ୍କ କଟକରୁ ଜିନିଷ ଆଣିବାକୁ ଏକ ପିକ ଅପ ଭ୍ୟାନରେ ଯାଉଥିବା ବେଳେ ଏକ ବାଇକରେ ତିନି ଜଣ ଲୁଟେରା ଆସି ଭୁଜାଲିରେ ଆକ୍ରମଣ କରିଥିଲେ l