ବ୍ରିଟେନର ହାଉସ ଅଫ ଲର୍ଡସରେ ସମ୍ମାନିତ ହେଲେ ଓଡ଼ିଆ ପୁଅ

ଭାରତର ଚର୍ଚ୍ଚିତ ରେକି ଗ୍ରାଣ୍ଡମାଷ୍ଟର ରାଜୀବ ଲୋକଚନ ପଣ୍ଡାଙ୍କୁ ଇଂଲଣ୍ଡର ହାଉସ ଅଫ୍ ଲର୍ଡସରେ ସମ୍ମାନିତ କରାଯାଇଛି।

ହାଉସ ଅଫ୍ ଲର୍ଡସର ସଦସ୍ୟ ତଥା ଭାରତୀୟ ବଂଶଦ୍ଭୋବ ନବନୀତ ଧୋଲକିଆ ରାଜୀବ ଲୋଚନଙ୍କୁ ସମ୍ମାନିତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version