ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ବୈଦ୍ୟନାଥ ପୁର ଗ୍ରାମରେ ଆଜି ଏକ ଦୀବସିୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରାଣ ଗାୟିକା ରଶ୍ମିତା ହୋତା ପୁରାଣ ପଠନ କରୁଥିବା ବେଳେ ତ୍ରିବିକ୍ରମ ପାଢ଼ୀ ପୂଜା କାର୍ଯ୍ୟ ତୁଲାଇଛନ୍ତି।
Credible Local News of Odisha