ବେଆଇନ ମାଙ୍କଡ଼ା ପଥର ଖନନ ମାମଲାରେ ୧୨ କୋଟି ଜରିମାନା

ନିଜିଗଡ଼ ତାପଙ୍ଗ ଅଞ୍ଚଳରୁ ବେଆଇନ ମାଙ୍କଡ଼ା ପଥର ଖନନ ମାମଲାରେ
୧୨ କୋଟି ଟଙ୍କା ଜରିମାନା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି।

ଶ୍ରୀଜଗନ୍ନାଥଙ୍କ ଜମିରେ ୫୯ଟି ବେଆଇନ ମାଙ୍କଡ଼ା ପଥର ଖାଦାନ ଚାଲିଛି। ଫଳରେ ପରିବେଶଜନିତ କ୍ଷତି ଭରଣା ଲାଗି ଏହି ରାୟ ଶୁଣାଇଛନ୍ତି ଏନ୍‌ଜିଟି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version