ରାଜ୍ୟର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ଶିକ୍ଷାବିତ ଭାବେ ପରିଚିତ ଅମରେନ୍ଦ୍ର ମିଶ୍ରଙ୍କର ଆଜି ସନ୍ଧ୍ୟାରେ ହୃଦଘାତରେ ବଲାଙ୍ଗୀର ସ୍ଥିତ ନିଜ ବାସଭବନରେ 73 ବର୍ଷ ବୟସରେ ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି l
ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି l ତାଙ୍କ ପରିବାରରେ ପତ୍ନୀ, ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି l