କେନ୍ଦୁଝର ଜିଲ୍ଲାରେ ଶୀତଳ ଭଣ୍ଡାର ନ ଥିବାରୁ ବହୁ ପରିମାଣରେ ବିଲାତି ବାଡ଼ିରେ ନଷ୍ଟ ହେଉଥିବା ବେଳେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି।
ବଜାରରେ ମଧ୍ୟ ବିଲାତିର ଉଚିତ୍ ମୂଲ୍ୟ ମିଳିନାହିଁ। ଆଜି ଟ୍ରେ ପିଛା ଶହେଟଙ୍କା (୨୫କିଲୋ)ରେ ବିକ୍ରି ହେଉଥିବାରୁ ଚାଷୀମାନେ ଚିନ୍ତାରେ ଗ୍ରାହକ ଅପେକ୍ଷାରେ ରହିବାକୁ ପଡ଼ିଛି।