ବିନିକା ବିପିଏଲ ସିଜନ-୩ ଉଦଘାଟିତ

ଆଇପିଏଲ ଢାଞ୍ଚାରେ ଚାଲିଥିବା ବହୁ ଚର୍ଚ୍ଚିତ ବିନିକା ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦ୍ଘାଟିତ ହୋଇଯାଇଛି ।ସ୍ପୋର୍ଟସ କ୍ଲବ ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଯୁବ ଶିଳ୍ପଦ୍ୟୋଗୀ ପ୍ରଶାନ୍ତ ବାବୁ,ଶିକ୍ଷକ ସୂର୍ଯ୍ୟ ନାରାୟଣ ଦାସ,ଥାନା ସବଇନ୍ସପେକ୍ଟର ରବୀନ୍ଦ୍ର ସାହୁ,ବରୋଦା ବ୍ୟାଙ୍କ ମ୍ୟାନେଜର ଅବୀନ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ ।

ଏଥିରେ ୮ଟି ଦଳ ଭାଗ ନେଇଛନ୍ତି ।ପ୍ରଥମେ ସମସ୍ତ ଖେଳାଳୀ,କ୍ରୀଡାବିତ,ସ୍ପୋର୍ଟସ କ୍ଲବ ସଦସ୍ୟ ଇଷ୍ଟଦେବୀ ମାଁ ନାରାୟଣୀଙ୍କ ଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ପଡିଆକୁ ଯାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version