ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ସୋନପୁର ସଦରବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହିମା ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବାଲପୁର ମାଟିଆପାଲି ବିଦ୍ଯାଳୟର ସହକାରୀ ଶିକ୍ଷକ ଭଜମନ ଖେତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ସଭାପତି ସମାରୁ ଧରୁଆ ,ମୁଖ୍ଯ ଅତିଥି ସିଆରସିସି ସନ୍ତୋଷ ସାହୁ , ପୂର୍ବତନ ସରପଞ୍ଚ ଲଛମନ ସୁନା , ପ୍ରଧାନ ଶିକ୍ଷକ ବିନୋଦ କୁମାର ଦାଶ ଉପସ୍ଥିତ ଥିବାବେଳେ ମଞ୍ଚ ପରିଚାଲନ କରିଥିଲେ ରବିନାରାୟଣ ସା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version