ବିଗ୍ରହଙ୍କ ମନଲୋଭା ଦୃଶ୍ୟ ଦେଖିବାକୁ ଭକ୍ତଙ୍କ ଭିଡ଼

ମୟୁରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଉଦଳା ଭୀମତାଳି ଠାରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ହୋଇଛି । ପୂର୍ଣ୍ଣାହୁତି ଦିଆଯିବା ପରେ ବିଗ୍ରହଙ୍କୁ ସ୍ନାନ କରାଯାଇ ମନ୍ଦିରରେ ସିଂହାସନ ରେ ସ୍ଥାପନା କରାଯାଇଛି ।

କମିଟି ତରଫରୁ ପ୍ରସାଦ ସେବନର ମଧ୍ୟ କରାଯାଇଥିଲା । ଏହି ମନଲୋଭା ଦୃଶ୍ୟକୁ ଦେଖିବା ପାଇଁ ଭକ୍ତ ଭିଡ଼ ଛୁଟିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version