ବାଲିଯାତ୍ରାରେ ନିମ୍ନମାନର ଖାଦ୍ୟକୁ ନେଇ ଚଢ଼ାଉ

ବାଲିଯାତ୍ରା ପଡ଼ିଆରେ କଟକ ମହାନଗର ନିଗମ ଫୁଡ଼ ସ୍କ୍ୱାର୍ଡର ଚଢ଼ାଉ କରିବା ସହ ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରିଛି।

ଚଢ଼ାଉ ପାଇଁ ୪ ଟି ଟିମ ଗଠନ ହୋଇଥିବା ବେଳେ ଚୌମିନ,ମୋମୋ, ବିରିୟାନି, ଚାଟ ,ଦହିବରା, ତରକାରୀ ଆଦି ବିଭିନ୍ନ ପ୍ରକାର ବାସୀ ଖାଦ୍ୟ ଜବତ କରି ନଷ୍ଟ କରୁଛି ସ୍କ୍ୱାର୍ଡ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version