ବାତ୍ୟାଞ୍ଚଳ ପାଇଁ ପ୍ରସ୍ତୁତ ଅଛନ୍ତି 50 ଏନଡ଼ିଆରଏଫ ଟିମ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ, ଓଡିଶା ଓ ଆନ୍ଧ୍ର ପ୍ରଦେଶ ପାଇଁ ଏନଡ଼ିଆରଏଫର 50 ଟିମ ପ୍ରସ୍ତୁତ ଥିବା ସଂସ୍ଥା ପକ୍ଷରୁ ଆଜି କୁହାଯାଇଛି l

ବିଭିନ୍ନ ଜିଲ୍ଲାରେ 22 ଟି ଟିମ ମୁତୟନ ଥିବା ବେଳେ 28 ଟି ଟିମ ନିଜ ନିଜ କ୍ୟାମ୍ପରେ ପ୍ରସ୍ତୁତ ଥିବା କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version