ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର ପନ୍ଥାଇ ପଡା ଠାରେ ସାମାନ୍ୟ ବର୍ଷା ହେଲେ ମୁଖ୍ୟ ରାସ୍ତାରେ ଜମା ହେଉଛି ମାତ୍ରାଧିକ ପାଣି, ଫଳରେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ଗ୍ରାମବାସୀ l ତେଣୁ ତୁରନ୍ତ ଏହି ସ୍ଥାନରେ ଡ୍ରେନର ବ୍ୟବସ୍ତା କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ l