ବଜ୍ରପାତରେ ଦୁଇ ମହିଳା ମୃତ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ବୁଦାବାହାଲ ଗ୍ରାମରେ ଆଜି ଅପରାହ୍ନରେ ବିଲରେ କମ କରୁଥିବା ବେଳେ ବଜ୍ରପାତ ହେବାରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version