ବଜରଙ୍ଗ ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଖଣ୍ଡହତା ବଜରଙ୍ଗ ଦଳ ପକ୍ଷରୁ ଆଜି ଖଣ୍ଡହତା ରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅନେକ ଦିନରୁ ଗାଁର ଡ୍ରେନ ଗୁଡିକରେ ମଇଳା ଜମି ରହିଥିବାରୁ ଗାଁର ବଜରଙ୍ଗ ଦଳ ପକ୍ଷରୁ ଉକ୍ତ ଡ୍ରେନ ଗୁଡିକୁ ସଫେଇ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version