ପ୍ରାର୍ଥନା ବେଳେ ସ୍କୁଲ୍‌ରେ ୪ ଛାତ୍ରୀ ଅଚେତ

ଭଦ୍ରକ ଜିଲ୍ଲା ଚୁଡ଼ାମଣି ସ୍ଥିତ ହାଇସ୍କୁଲ୍‌ର ୪ ଛାତ୍ରୀ ଅସୁସ୍ଥ ହୋଇଛନ୍ତି।

ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version