ପ୍ରଧାନମନ୍ତ୍ରୀ ଫସଲ ଯୋଜନା ସଚେତନତା ଗାଡ଼ିର ଶୁଭାରମ୍ଭ

କଳାହାଣ୍ଡି ଜିଲ୍ଲାରେ ଚଳିତ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ ଚାଷୀମାନଙ୍କୁ ସଚେତନତା କରିବା ନିମନ୍ତେ ଆଜି ଠାରୁ ସଚେତନତା ଗାଡ଼ି ପ୍ରଚାର ପାଇଁ ବାହାରିଛି।

ଏହାକୁ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version