ପାରାସିଟାମୋଲ ପାଇଁ ଆଉ ଦରକାର ନାହିଁ ପ୍ରେସକ୍ରିପସନ

୧୬ ଟି ମେଡିସିନକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓଭର ଦି କାଉଣ୍ଟରର (ଓଟିସି) ଅନୁମତି ଦେଇଛି।

ଡ୍ରଗ୍ସ ନିୟମ ୧୯୪୫ରେ ପରିବର୍ତ୍ତନ ପାଇଁ ଗେଜେଟ ନୋଟିସ ଜାରି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version