କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ୀ କାପୁଡି ପଞ୍ଚାୟତ ତେନ୍ତେଳା ଗ୍ରାମରୁ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ବାହାରି ସୋମବାର ବାହାରି ତୁରୁମୁଙ୍ଗା, ରାଜନଗର ,ପଞ୍ଚାୟତ ବିଭିନ୍ନ ଗ୍ରାମ ପରିକ୍ରମା କରି ମୁରୁସୁଆଁ ପଞ୍ଚାୟତରେ ଶେଷ ହୋଇଛି।
ଏହି ପଦ ଯାତ୍ରା ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ପାଟଣା ବ୍ଲକ ଅଧକ୍ଷା ସୁକାନ୍ତି ନାଏକ, ବିଜେଡି ବ୍ଲକ ସଭାପତି ମାଧବା ନନ୍ଦ ପୃଷ୍ଟି, ୨୩ ନମ୍ବର ଜିଲା ପରିଷଦ ସଭ୍ୟା ରୁନୁ ମହାନ୍ତ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ ନାୟକ ଉପସ୍ଥିତ ଥିଲେ।