କେନ୍ଦୁଝର ଜିଲ୍ଲା ପାଟଣା ମହାବିଦ୍ୟାଳୟ ରେ ମଙ୍ଗଳବାର ପାଟଣା ସମ୍ବାଦ, ଆମ ଓଡ଼ିଶା ଓ ପାଟଣା ମହାବିଦ୍ୟାଳୟର ମିଳିତ ଭାବେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ।
ମୋଟ୭୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମ ସମ୍ବାଦ ପ୍ରତିନିଧି ମହେଶ୍ବର ପୃଷ୍ଟିଙ୍କ ସଂଯୋଜନାରେ ବିରେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଅଧକ୍ଷା ସୁକାନ୍ତି ନାଏକ, ମୁଖ୍ୟବକ୍ତା ତହସିଲଦାର ତାପସ ରଞ୍ଜନ ଦେହୁରୀ, ସମ୍ମାନିତ ଅତିଥି ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ , ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ।