ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

କଟକର ନୂତନ ଡିସିପି ଭାବେ ଆଜି ପିନାକ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ଏହା ପୂର୍ବରୁ ବ୍ରହ୍ମପୁର ଏସପି ଦାୟିତ୍ୱରେ ଥିଲେ l

ଦାୟିତ୍ୱ ନେବା ପରେ ପିନାକ ଅପରାଧୀଙ୍କୁ କଟକ ଛାଡ଼ିଦେବାକୁ ଚେତାବନୀ ଦେବା ସହ ଥାନାରେ କିପରି ଲୋକମାନେ ତୁରନ୍ତ ସେବା ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version