ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାରେ ପତ୍ନୀଙ୍କ ସହ ବୟଫ୍ରେଣ୍ଡ୍ ଗିରଫ

କଟକ ବାରଙ୍ଗ ଥାନା ଅଞ୍ଚଳରୁ ମିଳିଥିବା ମୃତଦେହ ଗୋପାଳ ନାୟକଙ୍କ ହୋଇଥିବା ବେଳେ ତାଙ୍କ ଘର ଗହଳବାଙ୍କରେ ବୋଲି ସୂଚନା ଦେଇଛନ୍ତି କଟକ ଅତିରିକ୍ତ ଡିସିପି।

ପରକୀୟା ପ୍ରୀତିରୁ ପତ୍ନୀ ଓ ତାଙ୍କ ପୁରୁଷ ବନ୍ଧୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପୁଲିସ ପତ୍ନୀ ଓ ତାଙ୍କ ପୁରୁଷ ବନ୍ଧୁକୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version