ନିଖୋଜ ଛାତ୍ରଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସୁମେଲ ଗ୍ରାମର ଏକ ପୋଖରୀରୁ ଆଜି ଜଣେ ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପୁଲିସ କହିଛି l
ସମ୍ପୃକ୍ତ ଛାତ୍ର ଲର୍କିପାଲି ଆଇଟିଆଇ କଲେଜରେ ପଢୁଥିଲେ l ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version