ନିଖିଳ ଭାରତ ସମବାୟ ସପ୍ତାହ ଅବସରରେ କୃଷକ ସମାବେଶ ଅନୁଷ୍ଠିତ

୬୯ ତମ ନିଖିଳ ସମବାୟ ସପ୍ତାହ ଅବସରରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଅତିଥି ଭାବେ ସାଂସଦ ଚନ୍ଦ୍ରାଣି ମୁର୍ମୁ, କେସିସିବି ସଭାପତି କାନନ ବିହାରୀ ପହି, ପୂର୍ବତନ ସାଂସଦ ମାଧବ ସର୍ଦାର, କେସିସିବିର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ନିର୍ଦ୍ଦେଶକ ଦେବପ୍ରିୟ ପାତ୍ର,ସମବାୟ ପ୍ରଶାସକ ଅଜୟ ସେଠୀ, ଅଟଳ ବିହାରୀ ଶତପଥୀ ଉପସ୍ଥିତ ରହି କୃଷକମାନଙ୍କୁ ଉଦବୋଧନ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version