ନନ୍ଦନକାନନରେ ମାଙ୍କଡ଼ ଛୁଆ ଜନ୍ମ

ନୂଆ ଅତିଥି ପରେ ନନ୍ଦନକାନନରେ ମାଙ୍କଡ଼ ଛୁଆ ସଂଖ୍ୟା ୮କୁ ବୃଦ୍ଧି ହୋଇଛି।

୩ ଜଣ ଅଣ୍ଡିରା ଓ ୨ ଜଣ ମାଈ ମାଙ୍କଡ଼ ଅଛନ୍ତି। ବର୍ତ୍ତମାନ ମା’ ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version