ଧାମନଗରରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ

ନିକଟରେ ଭୁବନେଶ୍ୱରରେ ଚାଷୀଙ୍କୁ ସମାବେଶ ପାଇଁ ରାଜ୍ୟ ସରକାର ଅନୁମତି ଦେଇ ନ ଥିବାବାରୁ ଧାମନଗରରେ ପ୍ରତିବାଦ କରିଛି ନବ ନିର୍ମାଣ କୃଷକ ସଂଗଠନ।

ଚାଷୀଙ୍କୁ ରାଜଧାନୀ ମନା କରାଯାଇ ଥିବାରୁ ବିଜେଡିକୁ ଭୋଟ୍ ନାହିଁ ବୋଲି ଚାଷୀମାନେ ନାରା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version