ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

କଟକ ଜିଲ୍ଲା ଆଠଗଡ଼ ଝୁଲାପୋଲର ମରାମତି ପାଇଁ ୧୪୪ ଧାରା ଜାରି ହୋଇଛି।

ଏ ନେଇ ଆଠଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version