ଦାବପାଲି ଗ୍ରାମରେ ଚନ୍ଦନ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା

ସୋନପୁର ସଦରବ୍ଲକ ଲଛିପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାବପାଲି ଗ୍ରାମରେ ଚନ୍ଦନ ବର୍ଷା ହୋଇଥିବା ଗ୍ରାମର ଭରତମିଶ୍ର, ପାର୍ଥନା ଏକ ,ଭଗବାନ ମାଝି ,ଭକ୍ତରାମ ମାଝି ,ଲମ୍ବୋଦର ଦାଶ ମନୋଜ ଦାସ କହିଛନ୍ତି ଯେ ଭଗବାନ ଙ୍କ ଆଶିର୍ବାଦ ଥିବାରୁ ଚନ୍ଦନ ବର୍ଷା ହୋଇଥିବା ଅନୁମାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version