ଡେଙ୍ଗୁ ଏବଂ ପରିମଳ ସଚେତନତା ନେଇ ଚାଲିଥିବା ଡ୍ରାଏ ଡେ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଶୁଭାରମ୍ଭ କରାଯାଇଛି l
ପତାକା ଦେଖାଇ ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ l ଏହି ରଥ ସହର ସାରା ବୁଲି ଲୋକଙ୍କୁ ସଚେତନ କରିବ l