ଡାଏଟ ପରିସରରେ ଶିକ୍ଷଣ ସାମଗ୍ରୀ ମେଳା April 19, 2022 by Odisha ଆଜି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ଡାଏଟ ପରିସରରେ ଶିକ୍ଷଣ ସାମଗ୍ରୀ ମେଳା ଆୟୋଜିତ ହୋଇଛି ।