ଝିଅକୁ ପୋଡ଼ିବା ଅଭିଯୋଗ ଘଟଣାରେ ୩ ଅଟକ

ଝିଅକୁ ବାପା ଓ ସାବତ ମାଆ ହତ୍ୟା କରି ପୋଡ଼ିବା ଅଭିଯୋଗ ଘଟଣାରେ ପୁରୀ ଜିଲ୍ଲା ଗୋପ ଥାନା ବିଜିପୁର ଗାଁର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମୃତଦେହ ପୋଡ଼ିବାରେ ସହଯୋଗ କରିବା ଅଭିଯୋଗରେ ପଚରାଉଚରା ଚାଲିଛି। ଅଭିଯୁକ୍ତ ବାପା ଅଟକ ହୋଇଥିଲା ବେଳେ ସାବତ ମାଆକୁ ଖୋଜାଚାଲିଛି। ଯୁକ୍ତ ୩ ପଢ଼ୁଥିବା ଝିଅକୁ ନୃଶଂସ ହତ୍ୟା ନେଇ ଚାଲିଛି ଖୋଳତାଡ଼।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version