କଏଦୀର ଛାତିରେ ଯନ୍ତ୍ରଣା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଜେଲ୍ କର୍ତ୍ତୃପକ୍ଷ।
ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ମୃତକ ସଦର ଥାନା ଶିଆଳିମାଳ ଗାଁର କମଳଲୋଚନ ଦଣ୍ଡସେନା। ସେ ହତ୍ୟା ମାମଲାରେ ୨୦୧୮ରୁ ସଜା କାଟୁଥିଲେ।
Credible Local News of Odisha