ଜୋତା ସୋରୁମରେ ବୋମାମାଡ଼ ଘଟଣାରେ ୪ ଗିରଫ

ଭୁବନେଶ୍ବର ସହିଦ ନଗର ଡ଼ଲଫିନ ଜୋତା ସୋରୁମରେ ବୋମାମାଡ଼ ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗତ ୯ ତାରିଖରେ ସୋରୁମ ଆଗରେ ଖଟିକୁ ନେଇ ଅଭିଯୁକ୍ତ ଓ ସୋରୁମ ମାଲିକ ଭିତରେ ପାଟିତୁଣ୍ଡ ହୋଇଥିଲା। ପୁରୁଣା ରାଗକୁ ନେଇ ଗତକାଲି ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version