ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକାଙ୍କ ଭିନ୍ନକ୍ଷମ ବିଦ୍ୟାଳୟ ପରିଦର୍ଶନ

ସ୍ଥାନୀୟ ଭିନ୍ନକ୍ଷମ ବିହାର କଳାପଥର ସ୍ଥିତ ଜିଲ୍ଲା ଭିନ୍ନକ୍ଷମ କଳ୍ୟାଣ ବିଦ୍ୟାଳୟକୁ ସୁବର୍ଣ୍ଣପୁର ଜିଲ୍ଳା ଆଇନସେବା ପ୍ରାଧିକରଣ ସମ୍ପାଦିକା ସୁଶ୍ରୀ କୁମଦିନି ମୁଦୁଲି ବୁଧବାର ପରିଦର୍ଶନ କରି ବିଦ୍ୟାଳୟ ଏବଂ ଭିନ୍ନକ୍ଷମ ପିଲାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ।

ପରିଦର୍ଶନ ସମୟରେ ଭିନ୍ନକ୍ଷମ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଉତ୍ତମ ଚରଣ ଦେହୁରୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version