ଜାତୀୟ ଅନୁସୂଚିତ ଜାତି କମିଶନ ଉପାଧ୍ୟକ୍ଷଙ୍କ ଦୁଇଦିନିଆ ଗସ୍ତ

ଜାତୀୟ ଅନୁସୂଚିତ ଜାତି ଜନଜାତି କମିଶନଙ୍କ ଉପାଧ୍ୟକ୍ଷ ଅରୁଣ କୁମାର ହାଲଦାର ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ଆଜି ଲୋକସେବା ଭବନରେ ଏକ ବୈଠକରେ ଅନୁସୂଚିତ ଜନଜାତିଙ୍କ ପାଇଁ ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version