ବିମାନରେ ପକ୍ଷୀ ମାଡ଼ ଘଟଣା ପରେ ଭୁବନେଶ୍ବର ଏୟାରପୋର୍ଟ ପାର୍ଶ୍ବ ଜାଗମରାରେ ଥିବା ଆମିଷ ଦୋକାନ ଉଚ୍ଛେଦ କରିଛି ବିଏମସି।
ପ୍ରାୟ ୫୦ଟି ଦୋକାନ ଉଚ୍ଛେଦ ହୋଇଛି। ଫାଷ୍ଟଫୁଡ୍ ଦୋକାନ ବି ଉଚ୍ଛେଦ ହେବ।
Credible Local News of Odisha