ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗର ଜିପ୍‌

ସୁନ୍ଦରଗଡ଼ ସଦର ରେଂଜ ଭବାନୀପୁର ଜଙ୍ଗଲରେ ନିଆଁ ଲିଭାଇବାକୁ ଯାଇଥିବା ବନ କର୍ମଚାରୀଙ୍କ ଜିପ୍ ଜଳିଗଲା।

ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ୬ ଜଣିଆ ଟିମ୍ ଯାଇଥିଲେ। ଗାଡ଼ି ଥୋଇ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଜିପ୍ ଜଳିଗଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version