ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ବଲାଙ୍ଗିର ନୃସିଂହ ମନ୍ଦିର ନିକଟରେ ବିଳମ୍ବିତ ରାତିର ଛୁରାମାଡ ହୋଇଛି।
କିଏ କାହିଁକି ଛୁରାମାଡ଼ କଲା ଜଣାପଡିନି। ମୃତକ ଜଣକ ଗେଟସରୋବରପଡାର ହୋଇଥିବା ବେଳେ ଗୁରୁତର ଯୁବକ କନ୍ଧପାଲିପଡାର। ଗୁରୁତରଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Credible Local News of Odisha