ଚନ୍ଦନ ଯାତ୍ରାରେ ପ୍ରବଳ ଭିଡ ପରିଲକ୍ଷିତ

ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସିଥିବା ଚନ୍ଦନ ଯାତ୍ରା ଚଳିତ ବର୍ଷ ପାଳିତ ହୋଇଛି । କପ୍ତିପଦା ବ୍ଲକ ପେଡାଗଡ଼ି ଗ୍ରାମ ରେ ଆଜି ବେଶ ଧୁମ ଧାମ ପାଳିତ ହୋଇଛି ଚନ୍ଦନ ଯାତ୍ରା ।

ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଛି । କମିଟି ତରଫରୁ ଶାନ୍ତି ଶୃଙ୍ଖଳା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version