ଆଜି ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଅଧିନ ବରିହାପାଣି ଗ୍ରାମରେ ନବନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାମଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସରପଞ୍ଚ ମାନଙ୍କ ଏକ ସଂଘ ଗଠନ କରାଯାଇଛି। ସଂଘର ସଭାନେତ୍ରୀ ଭାବେ ଜୟନ୍ତୀ ସାହୁ ଓ ସଂପାଦକ ଭାବେ ରାମଚନ୍ଦ୍ର ପାତ୍ର ମନୋନୀତ ହୋଇଛନ୍ତି।