କାମାକ୍ଷାନଗର ସରାଙ୍ଗସ୍ଥିତ ଆଇଜିଆଇଟି କ୍ୱାର୍ଟର୍ସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ମୃତକ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଖରାପ ଆଶଙ୍କାରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।
Credible Local News of Odisha