କୋରାପୁଟ ଜିଲ୍ଲାରେ ମାଟ୍ରିକ ପାସ ହାର 90.41% July 6, 2022 by Odisha ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ମାଟ୍ରିକ ପାସ ହାର 90.41% ଥିବା ବେଳେ 7689 ଜଣ ଛାତ୍ର ଓ 6976 ଜଣ ଛାତ୍ରୀ ପାସ କରିଛନ୍ତି l