କେନାଲରେ ମାଛ ମାରୁଥିବା ବେଳେ କରେଣ୍ଟ ଲାଗି ଯୁବକ ମୃତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁନ୍ଦୁରୁସାହି କେନାଲରେ ମାଛ ମାରୁଥିବା ବେଳେ କରେଣ୍ଟ ଲାଗି ଯୁବକର ମୃତ୍ୟୁ ଘଟିଛି।

୪ ଜଣ ସାଙ୍ଗ ମାଛ ମାରିବାକୁ କେନାଲରେ କରେଣ୍ଟ ସଂଯୋଗ କରିଥିଲେ। ଏହି ସମୟରେ ଗୋଡ଼ ଖସିଯିବାରୁ କେନାଲରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version