ଝାରପୋଖରିଆ ଥାନା ଅନ୍ତର୍ଗତ ବଣ ବୁଡାମରା ଗ୍ରାମର ଘର ପଛ ପଟେ ଏକ ୧୦ ଚକିଆ ଟ୍ରକରେ ଆକାଶି କାଠ ଗଣ୍ଡି ଲୋଡିଙ୍ଗ ହେଉଥିବା ଝାରପୋଖରିଆ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଜବତ କରି ଥାନାକୁ ଆଣି ତଦନ୍ତ ଚଳେଇଛି ।
Credible Local News of Odisha