କାଜୁ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦଳିଦେଲା ହାତୀ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ବନବିହାରୀପୁର ନୂଆଗାଁ ମୁଣ୍ଡାସାହି ନିକଟ ଜଙ୍ଗଲରେ କାଜୁ ତୋଳିବାକୁ ଯାଇଥିବା ଜଣେ ମହିଳାଙ୍କୁ ଗୋଟିଏ ହାତୀ ଦଳି ମାରିଥିବା ସୁଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version