କଲ୍ୟାଣ ମଣ୍ତପର ଡି.ପି.ଆର ପ୍ରସ୍ତୁତି ନିମନ୍ତେ ଟେଣ୍ତର

ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି କାର୍ଯ୍ଯାଳୟ ତରଫରୁ କଲ୍ୟାଣ ମଣ୍ତପର ଡି.ପି.ଆର ପ୍ରସ୍ତୁତି ନିମନ୍ତେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ୧୧ ତାରିଖ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version